ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଈ ନିକଟରେ ଥିବା ଏକ ପାହାଡ଼ ଠାରେ ଛେଳି ଚରାଉ ଥିବା ବେଳେ କିଛି ଯୁବକ ବୁଲୁ ପାତ୍ର କୁ ଅତି ନିର୍ମମ ଭାବେ ହାଣି ଚମ୍ପଟ ମାରିଥିଲେ. ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ଧୀନ ଅବସ୍ଥାରେ ବୁଲୁ ଙ୍କ ମୃତ୍ୟୁ ହୋଇଥିଲା.ଯାହାକୁ ନେଇ କବିସୂର୍ଯ୍ୟନଗର ଥାନରେ ଏତଲା ଦେବାପରେ ଆଜି ବ୍ରହ୍ମପୁର ରୁ ଦୁଇ ଜଣକୁ ଏହି ହତ୍ୟା କାଣ୍ଡ ଘଟଣା ରେ ଗିରଫ କରି କୋର୍ଟ ଚାଲାଣ କରିଛି କବିସୂର୍ଯ୍ୟନଗର ପୋଲିସ।