ସୁନ୍ଦରଗଡ ସହର: ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପ୍ରାଙ୍ଗଣରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ
Sundargarh Town, Sundargarh | Jun 4, 2025
ସୁନ୍ଦରଗଡ ବୁଧବାର ଦିନ ୧୧ ଟା ସମୟର ସୂଚନା ଅନୁଯାୟୀ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପ୍ରାଙ୍ଗଣ ରେ ପଥ...