Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ରେ ସଜା ପାଇଲେ ନାଇଜେରିଆ ଯୁବକ

Baleshwar M, Balasore | Dec 16, 2025
ବାଲେଶ୍ଵରର ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ୩୦ ଲକ୍ଷ ଟଙ୍କା ଚୂନ ଲଗାଇଥିବା ମାମଲାରେ ଦୁଇ ସାଇବର ଠକ ଙ୍କୁ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ଜେ ଏମ ଏଫ୍ ସି କୋର୍ଟ । ଦୁଇ ଠକ ନାଇଜେରିଆର ସାମସନ ଏମିକେ ଆଲିକା, ଇମାନୁଏଲ ନାମାନି ।ଉଭୟଙ୍କୁ 3 ବର୍ଷ 10 ମାସ ସଶ୍ରମ କାରାଦଣ୍ଡ ସହ 10 ହଜାର ଲେଖାଏଁ ଉଭୟଙ୍କୁ ଜୋରିମାନା ଦଣ୍ଡାଦେଶ ଶୁଣାଯାଉଛି।ଏନେଇ ମଙ୍ଗଳବାର ଅପରାହ୍ନ ୫ଘଟିକା ରେ ସୂଚନା ଦିଆଯାଇଛି।