କୋଇଲା ଓ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଉଛି କିନ୍ତୁ ସମଗ୍ର ଦେଶରେ ଓଡ଼ିଶାରେ ବିଜୁଳି ଉପଭୋକ୍ତା ଅଧିକ ଶୋଷଣର ଶିକାର ହେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ସେପଟେ ଦିଲ୍ଲୀ,ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ରା,କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ହଜାର ହଜାର କୋଟି ର ବିଦ୍ୟୁତ୍ ସବସିଡି ଦିଆଯାଉଛି l ଓଡ଼ିଶା ରେ ମଧ୍ୟ ୯୦% ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ୩୦୦ ରୁ ୪୦୦ ୟୁନିଟ ବିଦ୍ୟୁତ ଏଵଂ ASD (Advance Security Deposit) ଛାଡ କରାଯାଉ l ଏ ନେଇ ଆଜି ବୁର୍ଲାର ଲକ୍ଷ୍ମୀପୂଜା ଛକ ରୁ ପଦଯାତ୍ରା କରି TPWODL CMD OFFICE ,BUR