ନବରଙ୍ଗପୁର ପୋଲିସ ଷ୍ଟେସନ: ତେଲି ସାହି ମା ଗଜ ଲକ୍ଷ୍ମୀ ପୂଜା ମଣ୍ଡପରେ ନବରଙ୍ଗପୁର ବିଧାୟକ
ତେଲି ସାହି ମା ଗଜ ଲକ୍ଷ୍ମୀ ପୂଜା ମଣ୍ଡପରେ ବିଧାୟକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତି ଆଡମ୍ବର ସହକାରେ ଗଜ ଲକ୍ଷ୍ମୀ ପୂଜା ପାଳନ କରୁଛନ୍ତି ସହର ସ୍ଥିତ ତେଲି ସାହି ବାସିନ୍ଦା ଆଜି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ତେଲି ସାହି ମଣ୍ଡପ କୁ ପହଞ୍ଚି ମା ଙ୍କର ପୂଜାର୍ଚନା ରେ ଭାଗ ଅଞ୍ଚଳ ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ଏହି ଅବସର ରେ ବିଧାୟକ ସାହି ବାସିନ୍ଦା ଙ୍କ ସୁଖ ଦୁଃଖ ମଧ୍ୟ ପଚାରି ବୁଝିଥିଲେ