ବଡସାହି: ଅଙ୍ଗାରୁଆରେ ନିର୍ମାଣାଧୀନ ରୁରାଲ ଇଣ୍ଡଷ୍ଟ୍ରିଆଲ ଫୁଡ ପାର୍କର ସ୍ଥିତି ସମୀକ୍ଷା କଲେ ବରିଷ୍ଠ ଆଇଏଏସ ଅଧିକାରୀ, ବିଧାୟକ ଓ ଜିଲ୍ଲାପାଳ
Barsahi, Mayurbhanj | Aug 19, 2025
ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଉପକଣ୍ଠ ଅଙ୍ଗାରୁଆ ଠାରେ ମଙ୍ଗଳବାର ଅପରାହ୍ନ ଦୁଇଟାରେ ନିର୍ମାଣାଧୀନ ରୁରାଲ ଇଣ୍ଡଷ୍ଟ୍ରିଆଲ ଫୁଡପାର୍କ...