୮ ଜାନୁଆରୀ ମଧ୍ୟରାତ୍ରି ସମୟ ପ୍ରାୟ ୧୨ଟା ୧୫ମିନିଟର ର ସୂଚନା ଅନୁସାରେ, ସେକ୍ଟର-୧୫ ଅଞ୍ଚଳରେ CITE କ୍ଳବର ଯୁବକମାନେ ସେକ୍ଟର-୧୭ ପେଟ୍ରୋଲ ଟାଙ୍କି ପଛ ପଟ ଜଙ୍ଗଲରେ ଗାଈଟି ବାଛୁରୀକୁ ଜନ୍ମ ଦେଇ ସଫା କରିବା ସମୟରେ ଯୁବକମାନେ ଦେଖିଲେ ଓ ଚିନ୍ତାକଲେ ନବଜାତ ବାଛୁରୀଟି, ଏଠାରେ ପଡିରହିଲେ, ରାତିରେ କୁକୁରମାନେ ଖାଇଯିବେ, ନଚେତ ରାଉରକେଲାର ବର୍ତମାନର ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ଯୋଗୁଁ ଥଣ୍ଡାରେ ମରିଯାଇପାରେ, ତୁରନ୍ତ ଗୋଶାଳାକୁ ଫୋନ କରି ଡ଼କାଇ ଗାଈ ଓ ନବଜାତ ବାଛୁରୀକୁ ହସ୍ତାନ୍ତର କଲେ, ବର୍ତ୍ତମାନ ଦେଖାଯାଉଛି, ରାଉରକେଲାର କଠୋର ହୃଦୟ ଓ ନିମ୍ନ ମାନସିକତା ରଖିଵାଗାଈର