Public App Logo
କୋରାପୁଟ ସହର: ମାଛକୁଣ୍ଡ ପୁଲିସ ଦ୍ୱାରା ଗଞେଇ ଗଛ ନଷ୍ଟ। ମାଛକୁଣ୍ଡ ଥାନା ହରଗଣ୍ଡା ପାହାଡ଼ିଆ ଅଞ୍ଚଳ ରେ ଲାଗିଥିବା ଚଉଦ ଏକର ଜମି ରେ 28200 ଗଂଜେଇ ନଷ୍ଟ। - Koraput Town News