Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

କେନ୍ଦୁଝର ସହର: କେନ୍ଦୁଝର ରେଳଷ୍ଟେସନ ଠାରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ରେଳଷ୍ଟେସନ ଉନ୍ନତିକରଣ ଓ ଅଣ୍ଡରପାସ ଶିଳାନ୍ୟାସ, ଯୋଗଦେଲେ ସଦର ବିଧାୟକ

କେନ୍ଦୁଝର ଜିଲ୍ଲାରେ ୫୫୪ଟି ରେଳଷ୍ଟେସନର ଉର୍ନ୍ନତିକରଣ ଏବଂ ୧୫୦୦ ରୋଡ ଓଭରବ୍ରିଜ୍/ଅଣ୍ଡରପାସର ଶିଳାନ୍ୟାସ ଗୁଡ଼ିକ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଆଜି ଦିବା ପ୍ରାୟ ୨ଘଟିକା ସମୟରେ ହୋଇଯାଇଛି । କେନ୍ଦୁଝର ରେଳଷ୍ଟେସନ ଠାରେ ଅୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ।

MORE NEWS