କଟକ ପୌରାଞ୍ଚଳ: ଦେଉଳ ସାହି ଓ ନିମପୁର ଛକରୁ ବ୍ରାଉନ ସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଟିମ
Cuttack M Corp PS, Cuttack | Aug 19, 2025
କଟକ ସହରର ଦେଉଳ ସାହି ଓ ନିମପୁର ଛକରୁ ୨୪୨ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ ଟିମ। ଗିରଫ ଦୁଇ...