ଲାଞ୍ଜିଗଡ: ଟୁଟୁଗୁମ୍ମା ଗ୍ରାମର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରୁଛି ପାହାଡି ରାସ୍ତା,୧୨ରୁ ଉର୍ଦ୍ଧ ଶିକ୍ଷାରୁ ବଞ୍ଚିତ।#jansamasya
Lanjigarh, Kalahandi | Aug 13, 2025
ଆଉ କିଛି ଦିନ ପରେ ଭାରତ ପାଳନ କରି ୭୯ତମ ସ୍ଵାଧୀନତା ଦିବସ। ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁ ଗାଁ ରେ ସ୍ବାଧିନତା ସ୍ବାଦ ବା କୌଣସି...