ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନ ଥାନା ପକ୍ଷରୁ ବ୍ରାଉନସୁଗାର ବେପାରୀଙ୍କ ଉପରେ ପ୍ରହାର , କାର ସହ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୪ ଗିରଫ
Bhadrak Rural, Bhadrak | Sep 4, 2025
ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନାଧିକାରୀ ଙ୍କ ତତ୍ୱାବଧାନ ରେ ଭଦ୍ରକ ସହରରେ ଦୁଇଟି ବ୍ରାଉନ ସୂଗାର୍ ବେପାରୀ ଙ୍କ ଉପରେ ଚଢାଉ...