ଟିଟିଲାଗଡ: ଇ ରିକ୍ସା ଚଲାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଟିଟିଲାଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଆଠ ତାରିଖ ଯାଏଁ କରିପାରିବେ ଆବେଦନ
Titlagarh, Balangir | Sep 7, 2025
ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯାହାଙ୍କର ଭିନ୍ନକ୍ଷମତା ୪୦ ପ୍ରତିଶତରୁ ଉର୍ଦ୍ଧ୍ବ ଥିବ ତଥା ୟୁଡ଼ି ଆଇଡି...