ରାଉରକେଲା ସହରରେ ଦୀର୍ଘ ୧ ମାସ ଧରି ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଂଗଳବାର ଶେଷ ହୋଇଛି। ଶେଷ ଦିନରେ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ସଚେତନତା କରିଥିଲେ। ମଂଗଳବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ଡିଆଜି ବ୍ରିଜେଶ କୁମାର ରାୟ।