କୋରାପୁଟ ସହର: କୋରାପୁଟ ଷ୍ଟାଡିୟମ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଓକିଲ ମାନକ ଦ୍ୱତିୟ ଦିନ ମ୍ୟାଚ୍ ରେ ବରଗଡ଼ ଓ ସମ୍ବଲପୁର ବିଜୟୀ
କୋରାପୁଟ...କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ଦ୍ଵିତୀୟ ଦିନ । ଆଜି ଦିନ ଏଗାର ଟା ବେଳେ ପ୍ରଥମ ମ୍ୟାଚ ବରଗଡ଼ ବାର ଆସୋସିଏସନ୍ ସହିତ କୋରାପୁଟ ବାର ଆସୋିଏସନର ବି ଗ୍ରୁପ୍ ସହିତ ଖେଳା ଯାଇଥିଲା। କୋରାପୁଟ ବି ଟିମ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥଲେ। ବରଗଡ଼ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ ରେ ଚାରି ୱିକେଟ ହରାଇ 244 ରନ୍ ସଂଗ୍ରହ କରିଥିଲା। ଜବାବ ରେ କୋରାପୁଟ ବି ଟିମ୍ 20 ଓଭର୍ ରେ 114/9 ରନ୍ କରିଥିଲା। ବରଗଡ଼ 130 ରନ ରେ ଜିତିଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ବରଗଡ ଟିମ ର କୁଶ ସାହୁ ଙ