ବଡ଼ଛପା ପାଳି ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବଡ଼ଛପାପାଳି ଗ୍ରାମର 52ବର୍ଷିୟ ରାଧା ମହନ ବାରିକ I ସେ ଗତ 10ଦିନ ହବ କୋଉଡେ ଚାଲିଯାଇଛନ୍ତି I ସେ ଟିକେ ମାନସିକ ବିକୃତ ରୋଗି I ପରିବାର ଲୋକେ ପୋଡ଼ସୀ ଜିଲ୍ଲା ଖୋଜା ଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇ ନାହାନ୍ତି I ଏ ନେଇ ଆଜି ତାଙ୍କ ପରିବାର ରାତି 9ଘଣ୍ଟା ସମୟ ରେ ପ୍ରତିକ୍ରିୟା ରଖି ଲୋକଙ୍କୁ ଅନୁରୋଧ କରିଛନ୍ତି ଯଦି ତାଙ୍କୁ ଦେଖନ୍ତି ତୁରନ୍ତ ନିକଟସ୍ଥ ଥାନା ରେ ଖବର ଦେବା ସହ ତାଙ୍କ ପରିବାର ଲୋକଙ୍କୁ ଜଣେଇବାକୁ ଅନୁରୋଧ କରିଛନ୍ତି I ମୋବାଇଲ -9556042382 ମୋବାଇଲ 9692681553