ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳ ରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଦେଢ଼ ମାସରେ ଦୁଇ ମୃତ୍ୟୁ- ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ
Talasara, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ବାରମ୍ବାର ଦୁର୍ଘଟଣା...