କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ସ୍ବାଗତ କଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ। ବିହାର ନିର୍ବାଚନରେ NDA ର ପ୍ରଚଣ୍ଡ ବିଜୟ ପରେ 2 ଦିନିଆ ଓଡିଶା ଗସ୍ତରେ ଅଛନ୍ତି ଧର୍ମେନ୍ଦ୍ର। ଏହି ଅବସରରେ ଶୁକ୍ରବାର ମଧ୍ୟାହ୍ନ 12 ଟା ରେ କଳାହାଣ୍ଡି ସାଂସଦ ସ୍ଵାଗତ କରିଥିଲେ।