ବୌଦ୍ଧ ସଦର: ତେନ୍ତୁଳିପାଲି ସମେତ ବୌଦ୍ଧ ବ୍ଲକର ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିଛନ୍ତି ବୌଦ୍ଧ ଏବିଡିଓ
Baudh Sadar, Boudh (Bauda) | Sep 6, 2025
ଶନିବାର ଦିନ ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତର ତେନ୍ତୁଳିପାଲି ଗ୍ରାମ ସହିତ ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିଛନ୍ତି ବୌଦ୍ଧ ବ୍ଲକ...