ଗାଁ କୁ ଯାଇ ଲୋକ ମାନଙ୍କ ସମସ୍ୟା ବୁଝିଲେ ବିଧାୟକ,ଆଜି ଗୁରୁବାର ଅପରାହ୍ନ 3 ଘଟିକା ସମୟରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଔପଦା ବ୍ଲକ ଅଘିରାପଦା ପଂଚାୟତର ଆଗୁଆନ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ସରକାରୀ ସ୍ଥରରେ କିପରି ତାର ସମାଧାନ ହୋଇ ପାରିବ ସେ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ତାର ସମାଧାନ କରିଥିଲେ ବିଧାୟକ ସନ୍ତୋଷ ଖଟୁଆ l ଏଥିରେ ଯୁବ ନେତା ଅଶୋକ ପ୍ରଧାନ, ଔପଦା ବ୍ଲକ ଅଧକ୍ଷା ବିଶି ବିପ୍ସା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l