ସୁନ୍ଦରଗଡ ସହର: ରଣିବାଗିଚା ନଦୀ ଘାଟର ସ୍ଥିତି ପରଖିଲେ ପୌର ପରିଷଦ ଅଧ୍ୟକ୍ଷା, ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ନେତାଙ୍କ ଉପରେ ଅଭିଯୋଗ ଆଣିଲେ ଲୋକେ
Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ସନ୍ଧ୍ୟା 5 ଟା ପାଖାପାଖି ସମୟରେ ରାଣୀବଗିଚାର ସ୍ଥାନୀୟ ବାସିନ୍ଦା ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ନେତାଙ୍କ କଳା...