Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ନର୍ଲା: ରୁପ୍ରାକୁ ବ୍ଲକ ଘୋଷଣା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

Narala, Kalahandi | Sep 16, 2025
ନର୍ଲା ବ୍ଲକ ଅଧିନ ରୁପ୍ରା ନର୍ଲା ବ୍ଲକର ଏକ ବୃହତ୍ ଗାଁ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ନିୟମାବଳୀ ଅନୁଯାୟୀ ଜନସଂଖ୍ୟା, ସରକାରୀ ଜମି ସମେତ ଭୌଗୋଳିକ ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ଗାଇଡଲାଇନ ପୁରଣ କରୁଥିବାରୁ ଓ ଗମନାଗମନ ପାଇଁ ୧୦କିଲୋମିଟର ମଧ୍ୟରେ ରେଳ ଷ୍ଟେସନ ସହ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବାରୁ ରୁପ୍ରା କୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବିନେଇ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ।

MORE NEWS