କୋରାପୁଟ ସହର: ଖଣି ଖନନକୁ ବିରୋଧ କରି ୧୦ତାରିଖ ବଦଳରେ ୧୫ରେ ହେବ ବିଶାଳ ରାଲି, ସାମ୍ବାଦିକ ସମ୍ମିଳନୀରେ ପଟାଙ୍ଗିରେ ସୂଚନା ଦେଲେ ସେରୁ ବନ୍ଧ ସୁରକ୍ଷା ସମିତି
Koraput Town, Koraput | Sep 9, 2025
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ପଞ୍ଚାୟତ ର ସରପଞ୍ଚ ଆଲମେ ଫୁଲଙ୍କ ବାସଭବନରେ ସେରୁବନ୍ଧ ସୁରକ୍ଷା ସମିତି ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ...