ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଆଜି ରଙ୍ଗୋଲି ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ରଙ୍ଗୋଲି ଅନୁଷ୍ଠାନ ପକ୍ଷରୁ ଆସନ୍ତା 16 ତାରିଖ ଭୋଏସ ଅଫ ୱେଷ୍ଟେର୍ଣ ଓଡିଶା ଅନୁଷ୍ଠିତ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ଅନେକ ପ୍ରତିଭା ତାଙ୍କର କଳା ପ୍ରଦର୍ଶନ କରି ପାରିବେ ବୋଲି ଆୟୋଜକ ମାନେ କହିଛନ୍ତି l