ଲାଞ୍ଜିଗଡ: ଜାମଗୁଡା ଠାରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ଦୁର୍ଘଟଣା,ଜଣେ ଗୁରୁତର ଭବାନୀପାଟଣା ମେଡିକାଲ ରେ ଭର୍ତି।
Lanjigarh, Kalahandi | May 31, 2025
ଲାଞ୍ଜିଗଡ ବ୍ଲକ କଦମଗୁଡା ପନ୍ଚାୟତ ଅନ୍ତର୍ଗତ ଜାମଗୁଡା ଠାରେ ବାଇକୁ ଓ ଟ୍ରାକ୍ଟର ଦୁର୍ଘଟଣା ଶିକାର ହେଉଥିବା ସୁଚନା ମିଳିଛି। ଖବର ଅନୁସାରେ ...