ସୋରଡା: ସୋରଡ଼ା ସହର ରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀ ଙ୍କ କଣ୍ଟାପୀଡ଼ା ଯାତ୍ରାରେ ରେ ସାମିଲ ହେଲେ ଆସ୍କା ଓ କବିସୂର୍ଯ୍ୟନଗର ବିଧାୟକ
Surada, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ସହର ରେ ପୂଜା ପାଉଥିବା ମା କନ୍ଧୁଣି ଦେବୀ ଙ୍କ ଐତିହାସିକ ପ୍ରସିଦ୍ଧ କଣ୍ଟାପୀଡ଼ା...