ପାରଳାଖେମୁଣ୍ଡି: ରାୟଗଡ଼ ଥାନା ନିକଟସ୍ଥ ଘାଟିରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ ୧୦ ଆହତ ସୂଚନା
ଗଜପତି ଜିଲ୍ଲା ରାୟଗଡ଼ ଥାନା ନିକଟସ୍ଥ ଘାଟିରେ ଆଜି ସକାଳ ଘଟିଛି ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ ପଛପଟକୁ ଧକ୍କା ଦେବା ଫଳରେ ଅଟୋଟି ଦୁର୍ଘଟଣା ରେ ସମ୍ମୁଖୀନ ହୋଇଛି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତି କରିଛନ୍ତି।