ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧୫ ଥାନା ଅନ୍ତର୍ଗତ ବାଲୁଘାଟରୁ ଏକ ଅଜଣା ଯୁବକ ମୃତ ଦେହ ସ୍ଥାନୀୟ
ଲୋକ ଦେଖି, ସେକ୍ଟର ୧୫ଥାନାକୁ ସୂଚନା ଦେଲେ
ରାଉରକେଲା ସହରର ସେକ୍ଟର ୧୫ ଥାନା ଅନ୍ତର୍ଗତ ତୁମକେଲା ଅଞ୍ଚଳର ବାଲୁଘାଟରୁ ଏକ ଅଜଣା ଯୁବକର ଶବକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖି, ତୁରନ୍ତ ସେକ୍ଟର ୧୫ ଥାନାକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବକୁ ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି..