ପୁରୀ ମ୍ୟୁନିସିପାଲଟି: ଟାଉନ ହଲ ଠାରେ ପ୍ରଧାନମନ୍ତ୍ରୀ ଆବାସ ଦିବସ ରେ ୧୦୬ ଜଣ ଙ୍କୁ ଆବାସ ଯୋଜନା ର କାର୍ଯ୍ୟାଦେଶ ପତ୍ର ବଣ୍ଟନ l
Puri M, Puri | Sep 17, 2025 ପ୍ରଧାନମନ୍ତ୍ରୀ ଆବାସ ଦିବସ ରେ ୧୦୬ ଜଣ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ ପୁରୀ ଟାଉନ ହଲ ପରିସରରେ ଆଜି ପୂର୍ବାହ୍ନ11ରେ ୧୦୬ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳରେ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରତ୍ୟେକ ବ୍ୟକ୍ତି ର ସ୍ୱପ୍ନ ଥାଏ ନିଜର ଘର ଟିଏ ପାଇଁ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାହାକୁ ସଫଳ କରୁଛି।ତେବେ କାର୍ଯ୍ୟାଦେଶ ପାଇବା ସହ ଏହାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ l