Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଲକ୍ଷ୍ମୀପୁର: କୁଟିଙ୍ଗା ପଞ୍ଚାୟତ ଅଞ୍ଚଳରେ ୧୫ ଫୁଟ ଗଭୀର ନାଳରେ ପଡିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

Lakshmipur, Koraput | Jan 16, 2026
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ପଞ୍ଚାୟତର ଏକ ଗ୍ରାମରେ ଗୋଟିଏ ଷଣ୍ଢ ପ୍ରାୟ ୧୫ ଫୁଟ ଗଭୀର ନାଳ ଭିତରକୁ ଖସି ପଡ଼ିଥିଲା । ଅଣ୍ଟାରେ ଆଘାତ ଲାଗିଥିବାରୁ ଷଣ୍ଢଟି ଉଠିବାକୁ ଅକ୍ଷମ ଥିଲା ।ଏ ନେଇ ସ୍ଥାନୀୟ ବାସୀନ୍ଦା ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗକୁ ଦିନ ୧୧ଟା ୧୫ ସମୟରେ ସୂଚନା ଦେଇଥିଲେ। ଖବର ପାଇ ଲକ୍ଷ୍ମୀପୁର ଅଗ୍ନିଶମ କେନ୍ଦ୍ରର Dr hv ଶ୍ରୀ ବବିସ କୁମାର ଗୌଡ଼ଙ୍କ ନେତୃତ୍ୱରେ ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାଠ ଓ ଦଉଡ଼ି ସାହାଯ୍ୟରେ ଷଣ୍ଢଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ନେଇ ଆଜି ଦିନ ୩ଟା ସମୟରେ ଅଗ୍ନିଶମ ବିଭାଗ ତରଫରୁ ସୂଚନା।

MORE NEWS

ଲକ୍ଷ୍ମୀପୁର: କୁଟିଙ୍ଗା ପଞ୍ଚାୟତ ଅଞ୍ଚଳରେ ୧୫ ଫୁଟ ଗଭୀର ନାଳରେ ପଡିଥିବା ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ - Lakshmipur News