ଯାଜପୁର: ବିରଜା ମନ୍ଦିରରୁ ବିରଜାକ୍ଷେତ୍ରରୁ ଆରମ୍ଭ ହେଲା ବିରଜା ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗୃହ ସମ୍ପର୍କ ଅଭିଯା
ବିରଜା ମନ୍ଦିରରୁ ବିରଜାକ୍ଷେତ୍ରରୁ ଆରମ୍ଭ ହେଲା ବିରଜା ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗୃହ ସମ୍ପର୍କ ଅଭିଯାନ। ଅଖିଳଭାରତୀୟ ସାହିତ୍ୟ ପରିଷଦ କ୍ଷେତ୍ର ସଂଗଠନ ମନ୍ତ୍ରୀ ଆଦରଣୀୟ ନାରାୟଣ ନାୟକଙ୍କ ତ୍ବାବଧାନରେ ଏହି ଗୃହ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଯାଜପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଏହି ଅଭିଯାନ ଆରମ୍ଭ ହୋଇଛି।