ବୌଦ୍ଧ ସଦର: ମହେଶ୍ୱର୍ ପିଣ୍ଡା ଗ୍ରାମରେ ଜମୁଛି ମା ଶ୍ୟାମା କାଳୀପୂଜା ଯୋଗଦେଲେ ବିଧାୟକ
ବୌଦ୍ଧ ବ୍ଲକ ମହେଶ୍ୱର୍ ପିଣ୍ଡା ଠାରେ ଶ୍ୟାମାକାଳୀ ପୂଜା ରୀତିନୀତି ଅନୁଯାୟୀ ପୂଜକ ପ୍ରାଣବନ୍ଧୁ ମିଶ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ l ଏଥିରେ କର୍ତ୍ତା ଭାବେ ରାଜେନ୍ଦ୍ର ଅମାତ ଯୋଗ ଦେଇ ପୂଜାକାର୍ଯ୍ୟ ତୁଲାଇ ଥିଲେ l ଏହି ଅବସରରେ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ପୂଜାରେ କଣ୍ଟାମାଲ୍ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ମା ଶ୍ୟାମା କାଳୀଙ୍କ ଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କଳାକାର