ଭଦ୍ରକ ଗ୍ରାମାଞ୍ଚଳ: ଗୋ ମାଂସ ବୋଝେଇ ଟ୍ରକ୍ ଜବତ୍ 4 ଅଟକ,16 ନମ୍ୱର୍ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଂଚଳ ଥାନା କାଳିତ୍ରା ଛକ ରୁ ଜବତ୍ ।
Bhadrak Rural, Bhadrak | Sep 3, 2025
16 ନମ୍ବର୍ ଜାତୀୟ ରାଜପଥ ର ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ କାଳୀତ୍ରା ଛକ ନିକଟ ରେ ଗୋ ରକ୍ଷକ ମାନେ ସନ୍ଦେହ ରେ ଏକ ଟ୍ରକ୍ କୁ...