Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଛେଣ୍ଡିପଦା: ରାଇଝରଣ ଗ୍ରାମର ଏକ ଏକାଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ

Chhendipada, Angul | Nov 30, 2025
ଆଜି ମଧ୍ୟାହ୍ନ 12 ଟା ବେଳେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଝରଣ ଗ୍ରାମର ନରୋତ୍ତମ ସାହୁଙ୍କ ଏକାଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା | ମୃତ ନରୋତ୍ତମ ସାହୁଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମର ସଦଗତି କାମନା କଲେ ବିଧାୟକ ଅଗସ୍ତି ବେହେରା|