ଓଡିଶା ସାଂସ୍କୃତିକ ସମାଜ ଠାରେ ଆଜି ଓଡିଶା ଆର୍ଦଶ ବିଦ୍ୟାଳୟର ଶିକ୍ଷକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ବଲପୁର ଜିଲା ପାଇଁ ଏକ ସଂଘ ଗଠନ ସହିତ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ବୈଠକରେ ସଭାପତି ରୂପେ ସୁରଜ କୁମାର ପାଣିଗ୍ରାହୀ, ଉପ ସଭାପତି ରୂପେ ନିତିଶ କୁମାର ସାହୁ, ସନ୍ଧ୍ୟାରାଣୀ ସୁଆଁ, ସଚିବ ସତ୍ୟମ କୁମାର ଷଡଙ୍ଗୀ, ଯୁଗ୍ମ ସଚିବ ସୁରଜ କୁମାର ବେହେରା, କୋଷାଧ୍ୟକ୍ଷ ସୁବ୍ରତ କୁମାର ଭୋଇ ଓ ନିଯୁକ୍ତ କରାଯାଇଛି ।