Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ତିର୍ତ୍ତୋଲ: ମାଣତୀର ଅଞ୍ଚଳର ମହିଳାଙ୍କ ଫାର୍ମରୁ 5 ଗୋଟି ଛେଳି ଚୋରି ନେଇ ବିରିଡି ଥାନାରେ ଅଭିଯୋଗ

Tirtol, Jagatsinghpur | Feb 20, 2024
ମାଣତୀର ଅଞ୍ଚଳର ମହିଳାଙ୍କ 5 ଗୋଟି ଛେଳି ଚୋରି ନେଇ ବିରିଡି ଥାନାରେ ଅଭିଯୋଗ ହୋଇଛି l ସୂଚନା ମୁତାବକ, ବିରିଡି ଥାନା ଅନ୍ତର୍ଗତ ମାଣତୀର ଅଞ୍ଚଳର ଲସିମା ବିବିଙ୍କ ଫାର୍ମରୁ କେହି ଦୁର୍ବୃତ୍ତ 5 ଗୋଟି ଛେଳି ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଉକ୍ତ ଅଭିଯୋଗକୁ ଆଧାର କରି 81/24ରେ ମାମଲା ଦାୟର କରିବା ସହ ସୋମବାର ବିଳମ୍ବିତ ରାତ୍ରିରେ ତଦନ୍ତ ଆରମ୍ଭ କରିଛି l

MORE NEWS