Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଓରିଏଣ୍ଟ: ବନହରପାଲି ଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ

Orient, Jharsuguda | Oct 21, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରୀ ହୋଇଛି l ଚାରପାଲି ଗ୍ରାମର ପ୍ରସନ୍ନ ସେନାପତି ସପରିବାର ଭୁବନେଶ୍ୱର ଯାଇଥିବା ବେଳେ ଚୋର ମାନେ କବାଟ ତାଡି ଘରେ ପଶି ଲକ୍ଷ୍ୟାଧିକ ସୁନା ଅଳଙ୍କାର ଏବଂ ଟଙ୍କା ଚୋରୀ କରି ନେଇଛନ୍ତି l ଏନେଇ ଖବର ମିଳିବା ପରେ ପ୍ରସନ୍ନ ଥାନାରେ ଅଭିଯୋଗ କରିଥିବା ଆଜି ମଙ୍ଗଳବାର ରାତି ୧୦ ଟା ରେ ସୂଚନା ମିଳିଛି l

MORE NEWS