Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବରଗଡ: ହୋମଗାର୍ଡ଼ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କଲେ ଗୃହରକ୍ଷୀ ପ୍ରାର୍ଥୀ

ହୋମଗାର୍ଡ ପରୀକ୍ଷାରେ ଅନିମିୟତା | ହୋମଗାର୍ଡ ପରୀକ୍ଷାକୁ ସ୍ଥଗିତ କରି ପ୍ରଥମେ ମେରିଟ ଲିଷ୍ଟ ବାହାର କରି ଚୟନ କରାଯାଉ ଦାବିରେ ସୋମବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରୁହରକ୍ଷୀ ପ୍ରାର୍ଥୀ | ସୂଚନା ଅନୁସାରେ ବରଗଡ଼ ଜିଲ୍ଲାରେ ୧୪୫ ଟି ହୋମଗାର୍ଡ ପଦବୀ ପାଈଁ ପରୀକ୍ଷା କରାଯାଇଥିଲା | କିନ୍ତୁ ଏହି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି | ବିନା ମେରିଟ ଲିଷ୍ଟ ବାହାରି ପ୍ରାର୍ଥୀ ଚୟନ ହେଇଚି | ଏବଂ ଗୁପ୍ତ ହିସାବରେ ଫୋନ ମାଧ୍ୟମରେ ପିଲା ମାନଙ୍କୁ ଚୟନ କରାଯାଇଛି |

MORE NEWS