କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ପୌର ପରିଷଦ ପକ୍ଷରୁ ବିଧାୟକ ଙ୍କ ଉପସ୍ଥିତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପାଳନ, ଏକ ପେଡ ମା କେ ଲିୟେ
ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମଦିନ. ଯାହାରୀ ଫଳରେ ଆଜି ସାରା ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଛି, ଓଡ଼ିଶା ରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯାଇଥିବା ବେଳେ ଲୋକ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୫୦ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି.ପ୍ରଥମେ କବିସୂର୍ଯ୍ୟନଗର ପୌରପରିଷଦ ର ଗୁଡ଼ିଆଳି, ବଡ଼ଆଗୁଳ ଠାରେ ବୃକ୍ଷ ରୋପଣ ପରେ ଆଠଗଡ଼ ପାଟଣା ଓ କୋଦଳା ଦାଣ୍ଡେଶ୍ୱର ପୀଠ ରେ ବୃକ୍ଷ ରୋପଣ କରାଯାଇଛି.