ଓରିଏଣ୍ଟ: ବ୍ରଜରାଜନଗର ଅଂଚଳକୁ ୧ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ଆସିଛିବୋଲି ବେଲପାହାଡ଼ରେ ପ୍ରତିକ୍ରିୟା ଦେଲେରାଜସ୍ୱ ମନ୍ତ୍ରୀ
୧ ବର୍ଷ ୩ ମାସ ମଧ୍ୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଂଚଳକୁ ୧ ହଜାର କୋଟି ରୁ ଉର୍ଦ୍ଧ ଟଙ୍କା ର ଅନୁଦାନ ଆସିଛି ବୋଲି ଆଜି ରାତି ୮ ଟା ୨୦ ରେ ବେଲପାହାଡ ରେ ପ୍ରତିକ୍ରିୟା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ରାଜସ୍ୱ ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ୨୦ ବର୍ଷ ହେଲା ଏ ଅଂଚଳରେ କାମ କରୁ କରୁ ଲୋକଙ୍କ କଷ୍ଟ ଦେଖିଛ l ଏବେ ଲୋକେ ଭୋଟ ଦେଇଛନ୍ତି ସେବା କରିବା ପାଇଁ ବିକାଶ ଆରମ୍ଭ ହେଉଛି ଉପାନ୍ତ ଅଂଚଳ ରୁ ବୋଲି ସେ କହିଛନ୍ତି