ପଟ୍ଟାଙ୍ଗୀ: ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସୁନାବେଡ଼ା ଭଞ୍ଜ ମଣ୍ଡପରେ ନୁଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Pottangi, Koraput | Sep 6, 2025
କୋରାପୁଟ ଜିଲ୍ଲାର ସୁନାବେଡ଼ା ଭଞ୍ଜ ମଣ୍ଡପରେ ସୁନାବେଡ଼ା ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ...