ବଡସାହି: ଭୀମଦା ଉପକଣ୍ଠ ଉଞ୍ଚଡିହ ଗାଁରେ ଫାର୍ମହାଉସ ଭିତରେ ଚାଲିଥିବା ବେଆଇନ ବାଣତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ନିଆଁରେ ପୋଡିହୋଇ ମହିଳାଗୁରୁତର
Barsahi, Mayurbhanj | Sep 12, 2025
ବଡ଼ସାହି ଥାନା ଭୀମଦା ଫାଣ୍ଡି ଅଧୀନ ଉଞ୍ଚଡିହ ଗାଁ ଗଙ୍ଗାହାର ନଦୀପଠାରେ ଏକ ଫାର୍ମ ହାଉସ ଭିତରେ ବାଣ ଭିଡୁଥିବାବେଳେ ଦୁର୍ଘଟଣବଶତଃ ଆକସ୍ମିକ...