ଅତାବିରା: ସୁକୁଟାପାଲି ଛକ ଠାରେ ଲସ୍ତଲା ନୂତନ ରାସ୍ତା ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ଗୁରୁବାର ଦିନ ଅତାବିରା ବ୍ଲକ ସୁକୁଟାପାଲି ଛକ ଠାରେ ସୁକୁଟାପାଲି ଲସ୍ତଲା ନୂତନ ରାସ୍ତା ନିର୍ମାଣ ସକାଶେ ଶୁଭ ଭିତ୍ତିପ୍ରସ୍ତର ସ୍ତାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତବିରା ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦାନ କରି ଭିତ୍ତିପ୍ରସ୍ତର ସ୍ତାପନ କରିଥିଲେ |