ବଡସାହି: ଦୁର୍ଗାପୁର ଗାଁରେ ସ୍ମଶାନଜମିକୁନେଇ ୨ପକ୍ଷ ମଧ୍ୟରେ ଲାଗିଥିବା ବିବାଦରୁ ୧୦ଘଣ୍ଟାଧରି ପଡିରହିଲା ଶଵ, ପ୍ରଶାସନର ହସ୍ତକ୍ଷେପରେ ହେଲା ଶଵସଂସ୍କାର
Barsahi, Mayurbhanj | Sep 12, 2025
ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ସ୍ମଶାନଜମିକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉପୁଜିଥିବା ବିବାଦରୁ ଶଵ ସଂସ୍କାର ହୋଇପାରିନଥିବା ବେଳେ...