କୋରାପୁଟ ସହର: କୋରାପୁଟ ସଦର ପୋଡ଼ଗଡ ଚର୍ଚ୍ଚ ର ନୂତନ ସଭ୍ୟ ଭାବେ ନିର୍ବାଚିତ ହେଲା ପରେ ପ୍ରତ୍ରିକ୍ରିୟା ରଖିଲେ ବାବୁଲା ବେନ୍ୟା
ବାବୁଲା ଵେନ୍ୟା ପ୍ରତ୍ରିକିୟା ନେଇ ରଖିଥିଲେ ସମସ୍ତ ପାଲକ ପାଲିକା ଙ୍କୁ ଧନ୍ୟବାଦ ଦେଉଚି। ଆଗକୁ ଚର୍ଚ୍ଚ ପାଇଁ ବହୁତ୍ କାମ କରିବାର ଅଛି। ସମସ୍ତଂକ ସାହାଯ୍ୟ ଓ ସହଯୋଗ ରେ ଆଗକୁ ବଡିବି।