ନର୍ଲା: ନର୍ଲା ସ୍ଥିତ କପିଲ ଢାବା ର କାର୍ଯ୍ୟରତ ଯୁବକ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା ଆଜି ଥାନାରେ ଅଭିଯୋଗ
ଗତ ରବିବାର ଦିନ ନର୍ଲା ସ୍ଥିତ କପିଲ ଢା ବା ର ଜଣେ କାର୍ଯ୍ୟରତ ଯୁବକ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା କୁ ନେଇ ଆଜି ସୋମବାର ଦିନ ରାତ୍ର ଆଠ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଯୁବକ