ଅନୁଗୋଳ: ନାଲକୋ ଆଲୁମିନିୟମ ପାର୍କ ଠାରେ ଭିଡିଓ କନଫରେନ୍ସରେ ଦୁଇଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Anugul, Angul | Sep 15, 2025 ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ବିଭିନ୍ନ ନୂତନ ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥଲେ । ଏହି କ୍ରମରେ ନାଲକୋ ଆଲୁମିନିୟମ ପାର୍କ ଠାରେ ୨ଟି ନୂଆ ପ୍ରକଳ୍ପ ଶୋଭା ସୋଲାର ଲିମିଟେଡ୍ ଓ ମୋଗଲି ଲ୍ୟାବସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥଲେ। ଭୁବନେଶ୍ବର ଠାରେ ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଓଡ଼ିଶାର ମାନ୍ଯବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ Sampad Swain ମଧ୍ୟ ଉପସ୍ଥିତ ଥିଲେ। ନାଲକୋ ଆଲୁମିନିୟମ ପାର୍କ ଠାରେ ଅନୁଗୁଳ ର ଜିଲ୍ଲାପାଳ ଶ୍ରୀ ଅବ