ରାୟଗଡା: ୟୂରିଆ ସାର ଆସିବା ପାରେ ପଦ୍ମପୁର ଲ୍ୟାମ୍ପ୍ସ ପରିସରରେ ଚାଷୀ ଙ୍କ ଲମ୍ବା ଲାଇନ୍,ଜଣେ ଚାଷୀକୁ ୨ବସ୍ତା ୟୁରିଆ ପ୍ରଦାନ
Rayagada, Rayagada | Sep 1, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଲ୍ୟାମ୍ପସ କୁ କୀଟ ନାଶକ ସାର୍ ଆସିବା ପାରେ ଜଣେ ଜଣେ ଚାଷୀ ଙ୍କୁ ୨ ଟା ଲେଖା ୟୁରିଆ ସାର ଦିଆଯାଉଥିବା ଦେଖିବାକୁ...