ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
Debagarh, Debagarh (Deogarh) | Sep 13, 2025
ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତର- ପଶ୍ଚିମ ବଙ୍ଗୋପସାଗର ଉତର-ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ନିକଟବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି...