ବିଜେପୁର: ସରଧାପାଲି ନେ ହେଇଥିବାର କୁଲତା ସମାଜ ର ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହେଇଜେଇଚ୍ଛେ , ଯୋଗ ଦେଇଛନ ବିଧାୟକ ସନତ କୁମାର ଗଡତିୟା
ସରଧାପାଲି ନେ ହେଇଥିବାର କୁଲତା ସମାଜ ର ନୂଆଖାଇ ଭେଟ ଘାଟ ଅନୁଷ୍ଠିତ ହେଇଜେଇଚ୍ଛେ , ଯୋଗ ଦେଇଛନ ବିଧାୟକ ସନତ କୁମାର ଗଡତିୟା । ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ସରଧାପାଲି ଠାନେ ବାବା ବିଶାଶହେ କୁଳ କୁଲତା ସମାଜ ସମାବେଶ ଅନୁଷ୍ଠିତ ହେଇଥିବାର ବେଳେ ଇ କାର୍ଯ୍ୟକ୍ରମ ନେ ମୂଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ।